• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
ବର୍ଗ : ପ୍ରାକୃତିକ ସୌନ୍ଦର୍ଯ୍ୟ

ଅଲିଭ ରିଡଲେ କଇଁଛ ଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ନିକଟବର୍ତୀ ସ୍ଥାନ ଗହୀରମଥା ବିଶ୍ଵପ୍ରସିଦ୍ଧ ।

ସୁଦୂର ପ୍ରଶାନ୍ତ ମହାସାଗର ରୁ ଲକ୍ଷ ଲକ୍ଷ କଇଁଛ ମାନେ ଗହିର ମଥା ସମୁଦ୍ର କୁଳକୁ ଅଣ୍ଡା ଦାନ ପାଇଁ ଆସନ୍ତି ।

ଗହିରମଥା ର ପ୍ରକୃତିକ ପରିବେଶ ପର୍ଯ୍ୟଟକ ମାନଙ୍କୁ ବେଶ୍ ଆକର୍ଷିତ କରି ଥାଏ ।

ଏହି କଇଁଛ ମାନଙ୍କ ସୁରକ୍ଷା ପାଇଁ  ସରକାର ସ୍ଵତନ୍ତ୍ର  ବ୍ୟବସ୍ଥା  କରିଛନ୍ତି।

ବିମାନ ମାର୍ଗରେ
ନିକଟବର୍ତ୍ତୀ ବିମାନ ଘାଟି ଭୁବନେଶ୍ବର - ଦୂରତା ୧୬୫ କିମି

ସଡ଼କ ପଥରେ
ଭୁବନେଶ୍ବର ରୁ କଟକ - କେନ୍ଦ୍ରାପଡ଼ା - ରାଜନଗର

ରେଳଗାଡ଼ିରେ
ନିକଟବର୍ତ୍ତୀ ରେଳ ଷ୍ଟେସନ କଟକ - ଦୂରତା ୧୨୫ କିମି

ସମୁଦ୍ରରେ ଅଲିଭ ରିଡଲେ କଇଁଛ , Mass nesting at Gahirmatha sea beach , Arrival of Olive Ridley at Gahirmatha , Oliv Ridley turtles at Gahirmatha beach , Oliv ridley turtles on sea , mass nesting of Olive Ridley at Gahirmatha beach